ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ସଚିବଙ୍କ ଫୋକସ୍ରେ ରହିଛି ମାଲକାନଗିରି ଜିଲ୍ଲା । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ଗରିବ ଲୋକଙ୍କୁ ଆଉ କାହା ପାଖରେ ଗୁହାରି କରିବାକୁ ପଡିବ ନାହିଁ । ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ମାଲକାନଗିରିରୁ ଶୁଭାରମ୍ଭ କରିବା ପରେ ଏବେ ବାୟୁ ସ୍ୱାସ୍ଥ୍ୟସେବା ପୁଣି ଆରମ୍ଭ କରିଛନ୍ତି । ଉପାନ୍ତ ଜିଲ୍ଲାର ମାନ୍ୟତା ପାଇଥିବା ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ଦିନିଆ ମାଲକାନଗିରିକୁ ଗସ୍ତ କରିଛନ୍ତି ଭୁବନେଶ୍ୱର ଓ କଟକ ମେଡିକାଲରେ କାର୍ଯ୍ୟରତ ସ୍ୱତନ୍ତ୍ର ଡାକ୍ତରି ଦଳ । ସୁ





More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..