ରିପୋର୍ଟ କାର୍ଡ / କଟକ
କଟକର ଏକ ଭଡ଼ା ଘରେ ଅତିଗୋପନୀୟ ଭାବେ ଚାଲିଥିବାଲା ଦେହ ବ୍ୟବସାୟ | ଏ ସମ୍ପର୍କରେ ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ପ୍ରଫେସରପଡ଼ାଶଗଡ଼ିଆ ସାହି ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘର ଉପରେ ଚଢ଼ଉ କରିଥିଲେ । ଏହି ସମୟରେ ଘଟଣାସ୍ଥଳରୁ ଗରାଖମାନେ କୌଶଳରେ ଖସି ଯାଇଥିବା ବେଳେ ଦେହଜୀବୀମାନେ ପୋଲିସ ହାତରେ ଧରାପଡ଼ିଛନ୍ତି । ମାତ୍ର ଆଇନ୍ଗତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେହଜୀବୀମାନଙ୍କୁ ପୋଲିସ ଚେତାବନୀ ଦେଇ ଛାଡ଼ିଦେଇଥିବା ସୂଚନା ମିଳିଛି ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……