ରିପୋର୍ଟ କାର୍ଡ / ଭୁବନେଶ୍ୱର
ସନ୍ତାକାଲି ଅର୍ଥାତ୍ ମେ’ ୧ ତାରିଖ ଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। ଏହା ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିବ। ଭିତରକନିକା ଅଭୟାରଣ୍ୟ ଡିଏଫ୍ଓ ଯଜ୍ଞଦତ୍ତ ପତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଭୟାରଣ୍ୟକୁ କୌଣସି ପର୍ଯ୍ୟଟକଙ୍କୁ ଛଡ଼ା ଯିବନାହିଁ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।






More Stories
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
୨୭ରୁ ପୁଣି ବଡ଼ ବର୍ଷା…..
ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ……