ରିପୋର୍ଟ କାର୍ଡ / ଚିଲିକା
ଚିଲିକା ବୁଲିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଯାଇଥିଲା | ଏହି ଡଙ୍ଗାରେ ୧୧ ଜଣ ଯାତ୍ରୀ ଯାତ୍ରା କରୁଥିଲେ | ଜଣେ ନିଖୋଜ ଥିବା ବେଳେ ୧୦ ଉଦ୍ଧାର ହୋଇଥିବା ସୂଚନା ମିଳିଛି |ଗତକାଲି ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡିଯାଇଥିଲା । କାଳିଜାଇରୁ ଫେରିବାବେଳେ କାଳବୈଶାଖୀ ଝଡ଼ ଯୋଗୁ ଅଘଟଣ ଘଟିଲା। ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ଜଣ ଯାତ୍ରୀ ଥିଲେ। ଲାଇଫ ଜାକେଟ ପିନ୍ଧିଥିବାରୁ ୮ ପର୍ଯ୍ୟଟକଙ୍କ ସମେତ ୨ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ତେବେ ଡଙ୍ଗାଟି ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……