ରିପୋର୍ଟ କାର୍ଡ / ଚିଲିକା
ଚିଲିକା ବୁଲିବାକୁ ଯାଇଥିବା ବେଳେ ଡଙ୍ଗା ବୁଡି ଯାଇଥିଲା | ଏହି ଡଙ୍ଗାରେ ୧୧ ଜଣ ଯାତ୍ରୀ ଯାତ୍ରା କରୁଥିଲେ | ଜଣେ ନିଖୋଜ ଥିବା ବେଳେ ୧୦ ଉଦ୍ଧାର ହୋଇଥିବା ସୂଚନା ମିଳିଛି |ଗତକାଲି ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚିଲିକାରେ ଡଙ୍ଗାଟି ବୁଡିଯାଇଥିଲା । କାଳିଜାଇରୁ ଫେରିବାବେଳେ କାଳବୈଶାଖୀ ଝଡ଼ ଯୋଗୁ ଅଘଟଣ ଘଟିଲା। ଡଙ୍ଗାରେ ୮ ପର୍ଯ୍ୟଟକଙ୍କ ସମେତ ୧୧ଜଣ ଯାତ୍ରୀ ଥିଲେ। ଲାଇଫ ଜାକେଟ ପିନ୍ଧିଥିବାରୁ ୮ ପର୍ଯ୍ୟଟକଙ୍କ ସମେତ ୨ ଯାତ୍ରୀ ବର୍ତ୍ତି ଯାଇଛନ୍ତି। ତେବେ ଡଙ୍ଗାଟି ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……