Report Card Odisha

| Daily Odia News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସତ୍ୟପାଠ ଦାଖଲ କଲା ଏଏସ୍‌ଆଇ…..

ରିପୋର୍ଟ କାର୍ଡ / କଟକ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ଏଏସଆଇ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଆଜି ସତ୍ୟପାଠ ଦାଖଲ କରାଯାଇଛି । ପ୍ରକଳ୍ପ ପାଇଁ ଅନୁମତି ନଥିବା ଏହି ସତ୍ୟପାଠରେ ଉଲ୍ଲେଖ ହୋଇଥିବା ବେଳେ ଜୁନ ୨୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଅଧିକ ତଥ୍ୟ ସହିତ ବିସ୍ତୃତ ରିପୋର୍ଟ୍ ଦେବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଉପରେ ଜବାବ୍ ରଖିବା ଲାଗି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

 

Breaking News