ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାତ୍ୟା ଅସାନି ପାଇଁ ପ୍ରଭାବିତ ହୋଇଛି ବିମାନ ସେବା । ଆନ୍ଧ୍ରପ୍ରଦେଶ ଏବଂ ଚେନ୍ନାଇର ବିମାନ ଗୁଡିକୁ ବାତିଲ କରି ଦିଆଯାଇଛି । ଅସାନି ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ଅସାନି ପ୍ରଭାବରେ ୭୫-୮୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ ରି-କର୍ଭ । ବାତ୍ୟାଟି ପୂର୍ବରୁ ସମୁଦ୍ରରେ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ଏହା ଆନ୍ଧ୍ରପ୍ରଦେଶ ଠାରୁ ରିକର୍ଭ କରିଥିଲା ।






More Stories
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..