ରିପୋର୍ଟ କାର୍ଡ / ରାୟଗଡ଼ା
ବଡ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ | ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସୀତାନଗରମ୍ ଷ୍ଟେସନରେ । ବଡ ଧରଣର ଅଘଟଣରୁ ବର୍ତ୍ତିଛି ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ । ଆନ୍ଧ୍ରପ୍ରଦେଶ ସୀତାନଗରମ୍ ଷ୍ଟେସନ ନିକଟରେ ବଗି ଛାଡି ଚାଲିଯାଇଥିଲା ଇଞ୍ଜିନ । ଦୀର୍ଘ ଦୁଇ କିଲୋମିଟର ଯିବାପରେ ପୁଣି ଫେରିଥିଲା ଇଞ୍ଜିନ । ଟ୍ରେନରେ ୨୨ ଟି ବଗି ଥିଲା । ତେବେ ବଗି ଛାଡି ଚାଲିଯିବାର କାରଣ କଣ ତାହା ଏ ଯାଏଁ ଜଣାପଡିନି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….