ରିପୋର୍ଟ କାର୍ଡ / ରାୟଗଡ଼ା
ବଡ ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ | ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସୀତାନଗରମ୍ ଷ୍ଟେସନରେ । ବଡ ଧରଣର ଅଘଟଣରୁ ବର୍ତ୍ତିଛି ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ । ଆନ୍ଧ୍ରପ୍ରଦେଶ ସୀତାନଗରମ୍ ଷ୍ଟେସନ ନିକଟରେ ବଗି ଛାଡି ଚାଲିଯାଇଥିଲା ଇଞ୍ଜିନ । ଦୀର୍ଘ ଦୁଇ କିଲୋମିଟର ଯିବାପରେ ପୁଣି ଫେରିଥିଲା ଇଞ୍ଜିନ । ଟ୍ରେନରେ ୨୨ ଟି ବଗି ଥିଲା । ତେବେ ବଗି ଛାଡି ଚାଲିଯିବାର କାରଣ କଣ ତାହା ଏ ଯାଏଁ ଜଣାପଡିନି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..