ରିପୋର୍ଟ କାର୍ଡ / କଟକ
ପୁଣି ଥରେ ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ଆଜି ହାଇକୋର୍ଟ ରେ ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି | ଲୋକଙ୍କ ଉପରରେ ଗାଡି ମଡ଼ାଇବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ | ର୍ତ୍ତମାନ ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ ପ୍ରଶାନ୍ତ ପୁଣି ଥରେ ଜେଲ୍ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……