ରିପୋର୍ଟ କାର୍ଡ / ଭୁବନେଶ୍ୱର
ବସ ଯାତ୍ରୀଙ୍କ ପାଇଁ ଖୁସି ଖବର | ଡିଜେଲ ଡର କମିଲା ପରେ ବସ ଭଡା ହ୍ରାସ ପାଇଛି | କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା କମିଥିବା ସୂଚନା ମିଳିଛି । ସବୁ ପ୍ରିମିୟମ ଭଡା ୨ ତାଙ୍କ ୫୩ରୁ ୨ ତାଙ୍କ ୪୪ କୁ ହ୍ରାସ ପାଇଛି | ଏକ୍ସପ୍ରେସ ବସ ୯୬ ରୁ ୯୩ ପଇସାକୁ ହ୍ରାସ ପାଇଛି | ଡିଲକ୍ସ ୧.୩୫ ରୁ ୧.୨୯ କୁ ଖସିଛି | ଏସି ଡିଲକ୍ସ ଭଡା ୧.୬୩ ରୁ ୧.୫୭ କୁ କମିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..