Report Card Odisha

| Daily Odia News

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ପୁଣି ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସି ଯାଇଥିବା ସୂଚନା ମିଳୁଛି | ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ ଏବେବି ଚିଲିକା ମଝିରେ ଫସି ରହିଛନ୍ତି । ତେବେ ଯାତ୍ରା ଆରମ୍ଭ କରିବା ପରେ ପ୍ରାୟ ଦେଢ଼ କିମି ଯିବା ପରେ ହଠାତ୍ ଡଙ୍ଗାର ମୋଟର ଖରାପ ହୋଇଯିବାରୁ ଫସି ରହିଛନ୍ତି ଯାତ୍ରୀ ।

 

Breaking News