ରିପୋର୍ଟ କାର୍ଡ / ଖୋର୍ଦ୍ଧା
ପୁଣି ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସି ଯାଇଥିବା ସୂଚନା ମିଳୁଛି | ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ ଏବେବି ଚିଲିକା ମଝିରେ ଫସି ରହିଛନ୍ତି । ତେବେ ଯାତ୍ରା ଆରମ୍ଭ କରିବା ପରେ ପ୍ରାୟ ଦେଢ଼ କିମି ଯିବା ପରେ ହଠାତ୍ ଡଙ୍ଗାର ମୋଟର ଖରାପ ହୋଇଯିବାରୁ ଫସି ରହିଛନ୍ତି ଯାତ୍ରୀ ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..