ରିପୋର୍ଟ କାର୍ଡ / ଭୁବନେଶ୍ୱର
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର । ସେ ନିଜର ଇସ୍ତଫା ପତ୍ର ଉପବାଚସ୍ପତିଙ୍କୁ ପଠାଇଛନ୍ତି । ୨୦୨୪ ପୂର୍ବରୁ ଏହା ଶେଷ ଅଦଳବଦଳ ତଥା ପଞ୍ଚମ ପାଳିର ପ୍ରଥମ ଅଦଳବଦଳ । ସଂଗଠନକୁ ଅଧିକ ମଜବୁତ୍ କରିବାକୁ କିଛି ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ । ଏହା ଛଡ଼ା ଅସନ୍ତୋଷଜନକ ପ୍ରଦର୍ଶନ ଅଭାବରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଥିବା ସୂଚନା ମିଳୁଛି । ସୂଚନା ଅନୁସାରେ- ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି |






More Stories
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..