ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ୫ କୋଟି ଟଙ୍କାର ଧଳାଜହର ଜବତ ହୋଇଥିବା ବେଳେ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣଙ୍କ ମଧ୍ୟରେ ୨ ଜଣ ତମାଣ୍ଡୋ ଓ ଜଣେ ପିପିଲିର ବୋଲି ଜଣାପଡିଛି। ଧଳାଜହର ପାଇଁ ଡିଲ୍ ଚାଲିଥିବା ସମୟରେ ଏସଏଟିଏଫ ଟିମ୍ ଗିରଫ କରିଛି।
More Stories
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା…..