ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଓଡ଼ର ସୁପର୍ଷ୍ଟାର୍ ସଲମାନ ଖାନ୍ଙ୍କୁ ମିଳିଛି ହତ୍ୟା ଧମକ। ମୁମ୍ବାଇ ପୋଲିସ ର ଏକ ଟିମ୍ ଯାଇ ତାଙ୍କ ଘରେ ପହଞ୍ଚିଛି ଥିବା ସୂଚନା ମିଳିଛି । ସଲମାନଙ୍କୁ ଧମକ ମିଳିଛି ଯେ ତାଙ୍କ ଅବସ୍ଥା ପଞ୍ଜାବୀ ରାପର୍ ସିଦ୍ଧୁ ସୁମେୱାଲାଙ୍କ ପରି ହେବ। କେବଳ ସାଲମାନ ନୁହେଁ, ତାଙ୍କ ବାପା ସଲିମ ଖାନ୍ଙ୍କୁ ଏହି ସମାନ ଧମକ ଆସିଛି। ସଲିମଖ ଖାନ୍ ପ୍ରାତ ଭ୍ରମଣରେ ଯାଇ ଯେଉଁଠାରେ ବସନ୍ତି ସେଇଠାରୁ ଏକ ଚିଠି ପାଇଥିଲେ ସଲିମଙ୍କ ଅଙ୍ଗରକ୍ଷୀ। ଚିଠିରେ ଲେଖା ଯାଇଥିଲା, ‘ସଲିମ ଖାନ୍ ଓ ସଲମାନ ଖାନ୍, ତୁମ ଅବସ୍ଥା ବି ସୁଦ୍ଧୁ ମୁସେୱାଲା ପରି ହେବ।’






More Stories
‘ଗୋନ୍ଧାଲ’ କୁ ଓସ୍କାର…..
ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କର…..
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..