ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି BEO ରଞ୍ଜିତ ଭୋଇ । ଜଣେ ଶିକ୍ଷକମାନଙ୍କ ବକେୟା ଦରମା ଉପରେ କାମ କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରବନ୍ଦ BEO ରଞ୍ଜିତ ଭୋଇ । ସୂଚନା ଅନୁସାରେ- ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକ ତ୍ରିନାଥ ସେଠଙ୍କ ଦରମା ବନ୍ଦ କରିବା ପରେ ୫ ହଜାର ଟଙ୍କା ଦାବି କରିଥିଲେ । ଆଜି ଶିକ୍ଷକ ତ୍ରିନାଥ ସେଠଙ୍କ ଘରକୁ ଯାଇ ୫ ହଜାର ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ମାଡିବସିଥିଲା । ଫଳରେ ଭିଜାଲାନ୍ସ ଜାଲରେ ଛନ୍ଦିହୋଇଛନ୍ତି ଝାରବନ୍ଦ BEO ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..