ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରୁ ପୁଣି ଜାଲ ନୋଟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ STF ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ଯୁଯୁମୁରା ବ୍ଲକ ଛାମୁଣ୍ଡା ପଂଚାୟତ ଅଢାପଡାରେ ଛପା ହେଉଥିଲା ଏହି ନକଲି ନୋଟ । ଖବର ପାଇ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଜାଲ୍ ନୋଟ ସାଙ୍ଗକୁ ପ୍ରିଣ୍ଟର ଜବତ କରିଛି ଏସପଟିଏଫ୍ । ଏକ ଜନସେବା କେନ୍ଦ୍ରରେ ଏହି ଜାଲ୍ ନୋଟ୍ ସବୁ ଛପା ଯାଉଥିଲା । ତେବେ ଏହି ଘଟଣାରେ ଦେବଗଡ ଲିଙ୍କ ଥିବାରୁ ଦେବଗଡ ଯାଇ ଛାନଭିନ୍ ଆରମ୍ଭ କରିଛି ଏସଟିଏଫ୍ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..