ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରୁ ପୁଣି ଜାଲ ନୋଟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ STF ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜାଲ୍ ନୋଟ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଛି । ଯୁଯୁମୁରା ବ୍ଲକ ଛାମୁଣ୍ଡା ପଂଚାୟତ ଅଢାପଡାରେ ଛପା ହେଉଥିଲା ଏହି ନକଲି ନୋଟ । ଖବର ପାଇ ଏସଟିଏଫର ଏକ ଟିମ୍ ଚଢାଉ କରିଥିଲା । ଜାଲ୍ ନୋଟ ସାଙ୍ଗକୁ ପ୍ରିଣ୍ଟର ଜବତ କରିଛି ଏସପଟିଏଫ୍ । ଏକ ଜନସେବା କେନ୍ଦ୍ରରେ ଏହି ଜାଲ୍ ନୋଟ୍ ସବୁ ଛପା ଯାଉଥିଲା । ତେବେ ଏହି ଘଟଣାରେ ଦେବଗଡ ଲିଙ୍କ ଥିବାରୁ ଦେବଗଡ ଯାଇ ଛାନଭିନ୍ ଆରମ୍ଭ କରିଛି ଏସଟିଏଫ୍ ।






More Stories
IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା: ପୋଲିସ ହାତରେ ଡିଜିଟାଲ ପ୍ରମାଣ…..
ଗଡ଼ିଲା ୩ ରଥ,ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ…..
ପ୍ରବଳରୁ ଅତି ପ୍ରବଳ ବର୍ଷା:୧୩ ଜିଲ୍ଲାକୁ ରେଡ୍-ଅରେଞ୍ଜ ଓ୍ବାର୍ନିଂ ଜାରି…..