ଆମ ସହର ପୁରୀ ବସଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ…… Report Card Bureau July 27, 2022 ରିପୋର୍ଟ କାର୍ଡ / ପୁରୀପୁରୀ ବସଷ୍ଟାଣ୍ଡରେ ବ୍ରାଉନସୁଗାର ଚାଲାଣ ବେଳେ ଯୁବକଙ୍କୁ ମାଡି ବସିଲା ପୋଲିସ। ପୂର୍ବରୁ ଖବର ପାଇଥିଲା କୁମ୍ଭାରପଡ଼ା ଥାନା ପୋଲିସ । ଚାଲାଣ ସମୟରେ ଚଢାଉ କରି ୪ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ମୁଖ୍ୟ ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।Post navigationPrevious ସରିଲା ସୋନିଆ ଗାନ୍ଧିଙ୍କୁ ଜେରା…..Next ‘ହନିଟ୍ରାପ୍’ରେ ଫସି ଭାରତୀୟ ସୈନିକ ଗିରଫ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଅପରାଧ ଆମ ସହର ରାଜ୍ୟ ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ….. October 12, 2026 Report Card Bureau 1 min read ଆମ ସହର ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…. October 2, 2026 Report Card Bureau ଅପରାଧ ଆମ ସହର ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !…. October 1, 2026 Report Card Bureau
More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….