ଆମ ସହର ପୁରୀ ବସଷ୍ଟାଣ୍ଡରୁ ବ୍ରାଉନସୁଗାର ଜବତ…… Report Card Bureau July 27, 2022 ରିପୋର୍ଟ କାର୍ଡ / ପୁରୀପୁରୀ ବସଷ୍ଟାଣ୍ଡରେ ବ୍ରାଉନସୁଗାର ଚାଲାଣ ବେଳେ ଯୁବକଙ୍କୁ ମାଡି ବସିଲା ପୋଲିସ। ପୂର୍ବରୁ ଖବର ପାଇଥିଲା କୁମ୍ଭାରପଡ଼ା ଥାନା ପୋଲିସ । ଚାଲାଣ ସମୟରେ ଚଢାଉ କରି ୪ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ମୁଖ୍ୟ ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।Post navigationPrevious ସରିଲା ସୋନିଆ ଗାନ୍ଧିଙ୍କୁ ଜେରା…..Next ‘ହନିଟ୍ରାପ୍’ରେ ଫସି ଭାରତୀୟ ସୈନିକ ଗିରଫ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ତରଭୁଜ ନେଲା ଜୀବନ,୩ ଅସୁସ୍ଥ….. May 16, 2026 Report Card Bureau ଆମ ସହର ବଡ଼ ଖବର ରାଜ୍ୟ ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ….. May 14, 2026 Report Card Bureau ଆମ ସହର ତିରିଂ ଅଞ୍ଚଳରେ ଡବଲ ମର୍ଡର …… May 13, 2026 Report Card Bureau
More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……