ରିପୋର୍ଟ କାର୍ଡ / କେନ୍ଦୁଝର
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନକେନ୍ଦ୍ରରେ। ଘଟଣା ସ୍ଥଳରେ ବନକର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ମାଈ ହାତୀ ଙ୍କର ବୟସ ୨୫ବର୍ଷ ହେବ ବୋଳି ଅନୁମାନ କରାଯାଉଛି। କୃଷି ବିଜ୍ଞାନକେନ୍ଦ୍ରରେ ଥିବା ବେଳେ କେଉଁ ସ୍ଥାନରେ ଏବଂ କିପରି ହାତୀ ଦୁଇଡି ବିଦ୍ୟୁତତାର ସଂସ୍ପର୍ଶ ଆସିଲେ ତାହାର ଖୋଲତାଳ କରିବ ବନକର୍ମଚାରୀ ।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..