ଆମ ସହର ଜୁଆ ଆଡ୍ଡା ଉପରେ ଚଢ଼ାଉ,୮ ଗିରଫ….. Report Card Bureau October 18, 2022 ରିପୋର୍ଟ କାର୍ଡ / ବ୍ରହ୍ମପୁରବ୍ରହ୍ମପୁର ସଦର ପୋଲିସ ଲୋଚାପଡା ଖଞ୍ଜି ପଡିଆ ସାହି ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ | ୮ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚଢ଼ାଉ ସମୟରେ ୮୫,୨୦୦ ଟଙ୍କା ଜବତ କରିଥିବା ନେଇ ବ୍ରହ୍ମପୁର ସଦର ଥାନା ପୋଲିସ ସୂଚନା ଦେଇଛନ୍ତି |Post navigationPrevious ମାର୍ଚ୍ଚ ରେ ଯୁକ୍ତ ୨ ପରୀକ୍ଷା…..Next ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ପ୍ରଚାର ଆରମ୍ଭ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଆମ ସହର ରାଜ୍ୟ ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ….. September 18, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ…. September 3, 2026 Report Card Bureau 1 min read ଆମ ସହର ରାଜ୍ୟ ଆମ ବସ୍’ ଯାତ୍ରା ମାଗଣା….. August 26, 2026 Report Card Bureau
More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..