ରିପୋର୍ଟ କାର୍ଡ / ମୁମ୍ବାଇ
ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଛି। ପାୱାରଙ୍କୁ ନଭେମ୍ବର ୨ରେ ହସପିଟାଲରୁ ଡିସଚାର୍ଜ କରାଯାଇ ପାରେ। ଏନେଇ ଦଳ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। ଆସନ୍ତା ନଭେମ୍ବର ୪-୫ରେ ଶିରିଡ଼ିରେ ଦଳୀୟ ସମ୍ମିଳନୀ ରହିଛି। ସେଥିରେ ପାୱାର ଯୋଗ ଦେବେ ବୋଲି କୁହାଯାଇଛି। ଶରଦଙ୍କ ଆସୁଆରୋଗ୍ୟ କାମନା କରି ବହୁ ଦଳୀୟ ନେତା ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।






More Stories
ମହିଳା ସଂରକ୍ଷଣ ଆଇନ ଏହିଦିନ କାର୍ଯ୍ୟକାରୀ ହେବ:ବିଜ୍ଞପ୍ତି ଜାରି….
ଡିଏମ୍କେ ଲାଗି ପ୍ରଚାର କରିବେ କେଜରିୱାଲ….
ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ…..