ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ସରୁଛି କାର୍ଯ୍ୟକାଳ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି ଶୁଣାଇ କରିଛନ୍ତି ଜଷ୍ଟିସ ୟୁୟୁ ଲଳିତ । ତାଙ୍କର ଅବସର ପରେ ବରିଷ୍ଠ ବିଚାରପତି ୱାଇଭି ଚନ୍ଦ୍ରଚୁଡ ସିଜେଆଇ ଭାବେ ଦାଇତ୍ୱ ଗ୍ରହଣ କରିବେ । ଆଜି ଜଷ୍ଟିସ ୟୁୟୁ ଲଳିତ ଯେଉଁ ରାୟ ଶୁଣାଇବେ ତାହା ଭିତରେ ବହୁତ ବଡବଡ ଏବଂ ମୁଖ୍ୟ ମାମଲା ରହିଛି । ସାଧାରଣ ବର୍ଗରେ ଯେଉଁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଗରିବ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନେଇ ଆବେଦନ ହୋଇଥିବା ମାମଲାର ରାୟ ଶୁଣାଛନ୍ତି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..