ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିଶନରେଟ ପୋଲିସ ହାତରେ ଇରାନୀ ଗ୍ୟାଙ୍ଗ । ଚୋରମାନେ ଇରାନରୁ ଆସି ଭାରତର ବିଭିନ୍ନ ଅଞ୍ଚଳରେ ଚୋରି କରୁଥିଲେ । ସୂଚନା ଅନୁସାରେ, ଓଡ଼ିଶା ଓ ୱେଷ୍ଟବେଙ୍ଗଲ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ । ମହିଳା ଓ ଏକାକୀ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ ଓ ୧୭ ଟି ସୁନା ଚେନ୍ ଜବତ ହୋଇଛି । ଆନ୍ଧ୍ର ପୋଲିସ ମଧ୍ୟ ଏହି ଗ୍ୟାଙ୍ଗକୁ ୬ ମାସ ହେଲା ଖୋଜୁଥିଲା । ଏହା ସହ କମିଶନରେଟ ପୋଲିସରେ ଏମାନଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି ।






More Stories
ଖୁବ୍ଶୀଘ୍ର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରିବ ଭାଜପା….
ଦୁଇ ମାଓବାଦୀ ନିହତ…..
ତୋଷାଳୀ ଭବନରେ ନିଆଁ…..