ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ଼ର ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପରଲୋକ ଘଟିଛି । ନାସିର ହୃଦ୍ରୋଗରେ ପୀଡ଼ିତ ଥିଲେ। ନାସିର ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ସୁପରହିଟ୍ ଗୀତ ରଚନା କରିଥିଲେ। ସେ ଏକାଧାରରେ ସଙ୍ଗୀତକାର ଓ ସଙ୍ଗୀତ ନିର୍ଦେଶକ ମଧ୍ୟ ଥିଲେ। ସେ ବାଜିରାଓ ମସ୍ତାନୀ, କ୍ରିସ୍, କାବିଲ ଓ ଏତ୍ବାର୍ ଆଦି ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି। ତାଙ୍କ ବନ୍ଧୁ ତଥା ଗାୟକ ମୁଜ୍ତବା ଅଜିଜ୍ ନାଜା ନାସିରଙ୍କ ବିୟୋଗ ଖବର ଦେଇଛନ୍ତି। ରବିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, କିନ୍ତୁ ସେ ଡାକ୍ତରଖାନା ଯାଇ ନଥିଲେ।






More Stories
‘ଗୋନ୍ଧାଲ’ କୁ ଓସ୍କାର…..
ଅନନ୍ତ ନାଗଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କର…..
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..