Report Card Odisha

| Daily Odia News

ବ୍ରିଜ୍‌ ଉପରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ…..

ରିପୋର୍ଟ କାର୍ଡ / କଟକ

କଟକ ମଧୁପାଟଣା ଓଭର ବ୍ରିଜ ଉପରୁ ଜଣେ ମହିଳା ଆଜି ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ମହିଳାଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଟ୍ରାଫିକ ପୋଲିସ କର୍ମଚାରୀ ଉଦ୍ଧାରଛନ୍ତି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉଦ୍ଧର କରି ମହିଳାଙ୍କୁ ପୋଲିସ ଅଟକ ରଖିଛି। ମହିଳାଙ୍କୁ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ ପଚରାଉଚରା କରୁଛି ପୋଲିସ ।

Breaking News