ଦେଶ ବିଦେଶ ବଡ଼ ଖବର ଆଜି ଘୋଷଣା ହେବ ୩ ରାଜ୍ୟର ନିର୍ବାଚନ ତାରିଖ…. Report Card Bureau January 18, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀଆଜି ୩ ରାଜ୍ୟର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଦିନ ୨ ଟା ୩୦ରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ । ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ରାଜ୍ୟ ପାଇଁ ନିର୍ବାଚନୀ ତାରିଖ ଘୋଷଣା ହେବ |Continue ReadingPrevious ହକି ଟିକେଟ ବିକ୍ରି ମାଲେମାଲରେ ୫ ଗିରଫ…..Next ନାବାଳିକାଙ୍କୁ ଗଣ ଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି….. December 4, 2025 Report Card Bureau ଦେଶ ବିଦେଶ ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ…… December 4, 2025 Report Card Bureau ଦେଶ ବିଦେଶ ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ….. December 4, 2025 Report Card Bureau
More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..