ଦେଶ ବିଦେଶ ହିମସ୍ଖଳନରେ ୮ ମୃତ୍ୟୁ….. Report Card Bureau January 19, 2023 1 min read ରିପୋର୍ଟ କାର୍ଡ / ନୂଆଦିଲ୍ଲୀବେଜିଂରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ନିଖୋଜ ରହିଛନ୍ତି । ତିଚ୍ଚତର ଦକ୍ଷିଣ-ପଶ୍ଚିମାଞ୍ଚଳ ନିଂଗଚି ସହରରେ ଏହି ହିମସ୍ଖଳନ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।Continue ReadingPrevious ୧୪ ପୋଲିସ ଡିଏସପିଙ୍କର ବଦଳି…..Next ଆସିଲା ରାଜଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ….. September 18, 2025 Report Card Bureau ଦେଶ ବିଦେଶ ଆଉ ଏକ ଖୁଲାସା କଲେ ରାହୁଲ….. September 18, 2025 Report Card Bureau 1 min read ଦେଶ ବିଦେଶ ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ….. September 18, 2025 Report Card Bureau
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..