ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ | ଏନେଇ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ବିଧାନସଭା କାର୍ଯ୍ୟକୁ ସମର୍ଥନ କରିବାକୁ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳଙ୍କୁ ଟୁଇଟ କରି ନିବେଦନ କରିଛନ୍ତି। ସଂସଦର ଏହି ଅଧିବେଶନ ନୂତନ ଭବନରେ ଅନୁଷ୍ଠିତ ହେବ। ମୌସୁମୀ ଅଧିବେଶନରେ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଆଗତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।






More Stories
ଏବେ ବେରୋଜଗାର ପ୍ରସଙ୍ଗ…..
ସିଷ୍ଟମ ସଂଶୋଧନ ପାଇଁ Gen Z,ରାଜନୈତିକ ମହଲରେ ଝଡ଼!……
ନ୍ୟାୟିକ କାର୍ଯ୍ୟର ରିପୋର୍ଟିଂ ଉପରେ କଟକଣା ନାହିଁ…..