ଆମ ସହର ରାଜ୍ୟ ଶସ୍ତା ହେଲା ଇଲିଶି….. Report Card Bureau July 15, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରଶସ୍ତା ହୋଇଛି ଇଲିଶି ମାଛ। କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମାଛ ମାର୍କେଟରେ ଲାଗୁଛି ବେପାରୀ ଓ ଖାଉଟିଙ୍କ ଭିଡ। ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ଜଣାପଡିଛି।Post navigationPrevious ଦିଲ୍ଲୀ ବୁଡିବା ପାଇଁ ବିଜେପି ଦାୟୀ…..Next ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ରଥଯାତ୍ରା ପାଇଁ ପରିବହନ ବିଭାଗର ନୂଆ ନିୟମ….. June 25, 2026 Report Card Bureau ରାଜ୍ୟ ନବୀନ କରିବେ ବଡ଼ ଘୋଷଣା!….. June 24, 2026 Report Card Bureau ରାଜ୍ୟ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ….. June 24, 2026 Report Card Bureau
More Stories
ରଥଯାତ୍ରା ପାଇଁ ପରିବହନ ବିଭାଗର ନୂଆ ନିୟମ…..
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..