ଆମ ସହର ରାଜ୍ୟ ଶସ୍ତା ହେଲା ଇଲିଶି….. Report Card Bureau July 15, 2023 ରିପୋର୍ଟ କାର୍ଡ / ଭୁବନେଶ୍ୱରଶସ୍ତା ହୋଇଛି ଇଲିଶି ମାଛ। କିଲୋ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମାଛ ମାର୍କେଟରେ ଲାଗୁଛି ବେପାରୀ ଓ ଖାଉଟିଙ୍କ ଭିଡ। ସମୁଦ୍ରରୁ ପ୍ରଚୁର ପରିମାଣର ଇଲିଶି ମିଳୁଥିବାରୁ ଇଲିଶି ଶସ୍ତା ହୋଇଥିବା ଜଣାପଡିଛି।Post navigationPrevious ଦିଲ୍ଲୀ ବୁଡିବା ପାଇଁ ବିଜେପି ଦାୟୀ…..Next ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ବଡ଼ ଖବର ରାଜ୍ୟ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ….. October 12, 2026 Report Card Bureau ଅପରାଧ ଆମ ସହର ରାଜ୍ୟ ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ….. October 12, 2026 Report Card Bureau 1 min read ରାଜ୍ୟ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ….. October 12, 2026 Report Card Bureau
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..