ଦେଶ ବିଦେଶ ବଡ଼ ଖବର ଇମ୍ରାନ୍ ଖାନ ଙ୍କୁ ଜେଲ….. Report Card Bureau August 5, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ବି ଲଢ଼ିପାରିବେନି ଇମ୍ରାନ୍ ଖାନ୍ ।Post navigationPrevious ନକ୍ସଲ ଓ ସୁରକ୍ଷା କର୍ମୀ ଗୁଳି ବିନିମୟ,୩ ଯବାନ ସହୀଦ…..Next ଭିଜିଲାନ୍ସ ଜାଲରେ ସିଡିପିଓ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ୨୦ରୁ ସଂସଦର ମୌସୁମୀ ଅଧିବେଶନ….. July 4, 2026 Report Card Bureau 1 min read ଦେଶ ବିଦେଶ ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ….. July 4, 2026 Report Card Bureau ଦେଶ ବିଦେଶ ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ….. July 4, 2026 Report Card Bureau
More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..