ଦେଶ ବିଦେଶ ବଡ଼ ଖବର ଇମ୍ରାନ୍ ଖାନ ଙ୍କୁ ଜେଲ….. Report Card Bureau August 5, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ବି ଲଢ଼ିପାରିବେନି ଇମ୍ରାନ୍ ଖାନ୍ ।Post navigationPrevious ନକ୍ସଲ ଓ ସୁରକ୍ଷା କର୍ମୀ ଗୁଳି ବିନିମୟ,୩ ଯବାନ ସହୀଦ…..Next ଭିଜିଲାନ୍ସ ଜାଲରେ ସିଡିପିଓ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ….. August 27, 2026 Report Card Bureau ଦେଶ ବିଦେଶ ନଦୀରେ ଓଲଟିଲା ଡଙ୍ଗା….. August 26, 2026 Report Card Bureau 1 min read ଦେଶ ବିଦେଶ ୧୫ ନବଜାତ ଜୀବନ୍ତ ଦଗ୍ଧ…… August 26, 2026 Report Card Bureau
More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……