ଦେଶ ବିଦେଶ ବଡ଼ ଖବର ଥରିଲା ତେଲେଙ୍ଗାନା….. Report Card Bureau August 25, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ବଡ଼ ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଛି ବୋଲି ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।Post navigationPrevious ୩ରେ ଓ.ଜେ.ଏସ୍. ମୁଖ୍ୟ ପରୀକ୍ଷା…..Next ଚନ୍ଦ୍ରଯାନ-୩ ମିସନ ଉପରେ ଇସ୍ରୋ ମୁଖ୍ୟଙ୍କ ବିବୃତି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ….. August 27, 2026 Report Card Bureau ଦେଶ ବିଦେଶ ନଦୀରେ ଓଲଟିଲା ଡଙ୍ଗା….. August 26, 2026 Report Card Bureau 1 min read ଦେଶ ବିଦେଶ ୧୫ ନବଜାତ ଜୀବନ୍ତ ଦଗ୍ଧ…… August 26, 2026 Report Card Bureau
More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……