ଦେଶ ବିଦେଶ ବଡ଼ ଖବର ଥରିଲା ତେଲେଙ୍ଗାନା….. Report Card Bureau August 25, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ବଡ଼ ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଛି ବୋଲି ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।Post navigationPrevious ୩ରେ ଓ.ଜେ.ଏସ୍. ମୁଖ୍ୟ ପରୀକ୍ଷା…..Next ଚନ୍ଦ୍ରଯାନ-୩ ମିସନ ଉପରେ ଇସ୍ରୋ ମୁଖ୍ୟଙ୍କ ବିବୃତି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ…… May 7, 2026 Report Card Bureau ଦେଶ ବିଦେଶ ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ….. May 7, 2026 Report Card Bureau ଦେଶ ବିଦେଶ ଟିଏମସି ନେତାଙ୍କୁ ବିଜେପି ମନା….. May 7, 2026 Report Card Bureau
More Stories
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……
ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ…..
ଟିଏମସି ନେତାଙ୍କୁ ବିଜେପି ମନା…..