ରିପୋର୍ଟ କାର୍ଡ / କଟକ
କଟକ କାଠଯୋଡ଼ି ନଦୀ ଗଣେଶ ଘାଟରେ କୁମ୍ଭୀର ଆତଙ୍କ | କୁମ୍ଭୀର ଜଣେ ମଣିଷ କୁ ଅଧା ଖାଇଦେଇଛି | ଏଭଳି ଏକଭିଡି ସୋସିଆଲ ମେଡିଆରେ ଭାଇରଲ ହୋଇଛି | ବ୍ୟକ୍ତି ଜଙ୍କର ଅଧାଖିଆ ଶରୀରକୁ ପାଣିରୁ ବାହାର କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି | ଉଲ୍ଲେଖ ଯୋଗ୍ୟ-ଗତ କିଛିଦିନ ତଳେ ଯାଜପୁର ବରୀ ବିରୁପା ନଦୀରେ ଜଣେ ମହିଳା ଲୁଗା ସଫା କରୁଥିବା ବେଳେ କୁମ୍ଭୀର ଟାଣିନେଇ ଖାଇଦେଇଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..