ରିପୋର୍ଟ କାର୍ଡ / ଭୁବନେଶ୍ଵର
ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅତିକ୍ରମ କରିସାରିଥିବା ବେଳେ ଏମ୍ସରେ ପଡି ରହିଛି ଅନେକ ଶବ । ଆହୁରି ୨୮ଟି ମୃତଦେହର ଚିହ୍ନଟ ହୋଇପାରି ନାହିଁ । ଏହାସହ ଗତ ୧୦ ଦିନ ହେବ ମୃତଦେହ ଚିହ୍ନଟ ପାଇଁ କେହି ବି ଆସି ନଥିବା କହିଛନ୍ତି ଏମ୍ସ ସୁପରିଟେଣ୍ଡେଣ୍ଟ ଡକ୍ଟର ଦୀଲିପ କୁମାର ପରିଡା । ଏଭଳି ସ୍ଥିତିରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରେଳମନ୍ତ୍ରଣାଳୟର ନିଷ୍ପତ୍ତି ପରେ ଏହି ଅଜ୍ଞାତ ଶବ ଗୁଡିକୁ ସଂସ୍କାର କରାଯିବ ବୋଲି କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..