Report Card Odisha

| Daily Odia News

ଥାନାରୁ କଏଦୀ ଫେରାର…..

A prisoner escapes from prison. Escape the criminal. Policeman runs after the criminal. Cartoon style. Vector.

ରିପୋର୍ଟ କାର୍ଡ / ଆଠଗଡ

ଥାନା ରୁ ଚମ୍ପଟ୍ ମାରିଛି ଜଣେ ଅଭିଯୁକ୍ତ। ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ହାଜତ ଭିତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ସୂଚନା ଅନୁସାରେ- ମାସେ ତଳେ ଅଗଷ୍ଟ ୯ ତାରିଖରେ ଆଠଗଡ଼ର ଥାନାର ଅମୃତମଣୋହି ପାଟଣା ଗ୍ରାମରେ ବୋମାମାଡ଼ ଘଟଣାରେ ଫେରାର ରହିଥିଲା ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ । ଶୁକ୍ରବାର ରାତିରେ ଆଠଗଡ଼ ପୋଲିସ ବିରଞ୍ଚିଙ୍କ ଉଠାଇ ଆଣି ଆଠଗଡ଼ ଥାନାରେ ରଖିଥିଲା । ହେଲେ ପୋଲିସ କର୍ମଚାରୀଙ୍କ ଅସାବଧାନତା ହେତୁ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି ।

Breaking News