ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇ ହଜାର ଟଙ୍କା ନୋଟ୍ ଥିଲେ ଆଜି ଏହାକୁ ବଦଳାଇବା ଏବଂ ଆକାଉଣ୍ଟରେ ଜମା କରିବାର ଶେଷ ଦିନ | ଅକ୍ଟୋବର ୭ ପରେ ଦୁଇ ହଜାର ଟଙ୍କିଆ ନୋଟ୍ ବିନିମୟ ହେବ ନାହିଁ କିମ୍ବା ବ୍ୟାଙ୍କରେ ଜମା ହେବ ନାହିଁ । ତେବେ, ଆରବିଆଇର ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଏହାକୁ ପରିବର୍ତ୍ତନ କରିବାର ସୁବିଧା ରହିବ। ଆରବିଆଇ କହିଛି, ୯୬ ପ୍ରତିଶତ ଅର୍ଥାତ୍ ୩.୪୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨,୦୦୦ ନୋଟ୍ ବ୍ୟାଙ୍କକୁ ଫେରିଛି । ସେଥିମଧ୍ୟରୁ ୮୬ ପ୍ରତିଶତ ନୋଟ୍ ଜମା ହୋଇଥିବାବେଳେ ୧୩ ପ୍ରତିଶତ ଛୋଟ ମୂଲ୍ୟର ନୋଟ୍ ସହିତ ବିନିମୟ ହୋଇଛି|






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..