ରିପୋର୍ଟ କାର୍ଡ / ନୂଆପଡ଼ା
ବୋଡେ଼ନ ଥାନା ଖଡୁପାଣି ସିଆରପିଏଫ୍ କ୍ୟାମ୍ପରେ ସିଆରପିଏଫ୍ ଙ୍କ ଆତ୍ମହତ୍ୟା କରିଛନ୍ତି | ନିଜ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ସିଆରପିଏଫ୍ -୧୯ ବାଟାଲିୟନର ଏସଆଇ ଡି. ଗୁନ୍ନାସେକରନ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏସଆଇ ଡି. ଗୁନ୍ନାସେକରନଙ୍କ ଘର ତାମିଲନାଡୁ ନିଲୁର ଜିଲ୍ଲା ଗୁଡ଼ିପଲ୍ଲିରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ଅନୁରୂପ ଉପାୟରେ ନୂଆପଡ଼ା ଜିଲ୍ଲାର ଦୁଇଜଣ ସିଆପିଏଫ୍ କର୍ମଚାରୀ ଓଜଣେ ପୋଲିସ କର୍ମଚାରୀ ମଧ୍ୟ ଜୀବନ ହାରିଥିଲେ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..