ରିପୋର୍ଟ କାର୍ଡ / ପାରାଦୀପ
ଆଜି ପାରାଦୀପ ସମୁଦ୍ରରୁ ଧରା ପଡିଛି ବିରଳ ଦାମୀ ମାଛ। ୧୭ଟି ମାଛକୁ ୨୫ ଲକ୍ଷରେ ଟଙ୍କାରେ ନିଲାମ ହୋଇଛି। ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଥିବା ଜଣାପଡିଛି। ସେହି ମାଛର ନାଁ ତେଲିଆ ବା ତେଲିଆ ବୋରେଇ। ପାରାଦୀପର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଛନ୍ତି। ଦୀଘା ମାର୍କେଟରେ ଏହି ତେଲିଆ ମାଛକୁ ବିକ୍ରି କରିବେ ବୋଲି ଜଣାପଡିଛି। ତେଲିଆ ବା ତେଲିଆ ବୋରେଇ ମାଛର ‘ପୁଟି’ wine industry ଓ ଔଷଧୀୟ କମ୍ପାନୀଙ୍କ ପାଇଁ ଆବଶ୍ୟକ ହେଉଥିବା କୁହାଯାଉଛି। ତେଣୁ ଦେଶବିଦେଶରେ ଏହାର ବହୁତ ଚାହିଦା ରହିଛି।






More Stories
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..
ଆସୁଛି ବର୍ଷା……
ପଥର ଖୋଲରୁ ନାବାଳକ ଉଦ୍ଧାର…..