ରିପୋର୍ଟ କାର୍ଡ / ବାଲେଶ୍ଵର
ଯୁବକଙ୍କ ଦୁଇ ହାତ ହାଣି ଅଲଗା କଲେ ଦୁର୍ବୃତ୍ତ । ସାଜନପୁର ପଞ୍ଚାୟତ ସିରାପୁର ଛକରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ କଟୁରୀରେ ହାଣି ତାଙ୍କ ହାତ କାଟିଦେଇଛନ୍ତି ଦୁର୍ବୃତ୍ତ । ବାଇକ୍ରେ ଆସି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଦୃଶ୍ୟ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ଆକ୍ରମଣ ପରେ ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତ । ଘଟଣାସ୍ଥଳରେ polic ପହଞ୍ଚି ଛାନଭିନ୍ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..