ରିପୋର୍ଟକାର୍ଡ / କରଞ୍ଜିଆ
ବସ୍-ହାଇୱା ମୁହାଁମୁହିଁ ଧକ୍କା ଫଳରେ ୨ଜଣ ଗୁରୁତର ଓ ୧୦ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ମହୁଲଡିଆ ଘୋଡାଗାଡି ନିକଟରେ । ଠାକୁରମୁଣ୍ଡାରୁ ସାତକୋଶିଆ ଅଭିମୁଖେ ଲକ୍ଷ୍ମୀ ବସ୍ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ତେବେ ବସ୍ ଓ ହାଇୱା ଡ୍ରାଇଭର ଚାପି ହୋଇଥିବା ସୂଚନା ମିଳିଛି ।
More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..