ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି କାଲି ଯୁବ ପିଢିଙ୍କୁ ଘାରିଛି ସେଲିବ୍ରେଟି ହେବା ନିଶା | ଷ୍ଟାର ହେବା ପାଇଁ ଜି ଜାନ ଲଗାଇ ଦେଉଛନ୍ତି | ଏଭଳି କିଛି ଘଟଣା ସାମ୍ନାକୁ ଆସିଛି | ଆଲବମ୍ କୁଇନ୍ କରି ଟଙ୍କା ରୋଜଗାରର ମାଧ୍ୟମ ଦେବେ ବୋଲି କହିଥିଲେ | ହେଲେ ମହିଳାଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଛନ୍ତି ଜଣେ ଯୁବକ । ଖାଲି ସେତିକି ନୁହେଁ ଅପହରଣ କରି ଭୁବନେଶ୍ୱରରେ ଆଣି ରଖି ଦେହ ବ୍ୟବସାୟରେ ଉକ୍ତ ମହିଳାଙ୍କୁ ଲିପ୍ତ କରିଥିବା ଅଭିଯୋଗ ହୋଇଛି । ଉକ୍ତ ମହିଳା ଏହି ମାମଲାରେ ନ୍ୟାୟ ପାଇବା ଆଶାରେ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି |
Discussion about this post