ରିପୋର୍ଟ କାର୍ଡ / ମୁମ୍ବଇ
ପ୍ରବର୍ତ୍ତନ ନିର୍ଦେଶାଳୟ ରେ ହାଜର ହୋଇଛନ୍ତି ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍। ସୋମବାର ତାଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଳପୂର୍ବକ ଗ୍ରହଣ ମାମଲାରେ ନିଜ ବୟାନ ରେକର୍ଡ଼ ପାଇଁ ଅଭିନେତ୍ରୀ ଇଡି ଆଗରେ ହାଜର ହୋଇଥିଲେ। ସୂଚନାଯୋଗ୍ୟ, ଏହାପୂର୍ବରୁ ୩୬ ବର୍ଷୀୟା ଅଭିନେତ୍ରୀଙ୍କୁ ବେଆଇନ ଅର୍ଥ କାରବାର ମାମଲାରେ ଇଡି ଆଗରୁ ପଚରାଉଚରା କରିଛି। ଏବେ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ବନ୍ଧୁତା ବିଷୟ ସାମ୍ନାକୁ ଆସିବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣ ପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….