Report Card Odisha

| Daily Odia News

ରାଜଧାନୀରେ ପୁଣି ଛୁରାମାଡ଼……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ପୁଣି ଛୁରାମାଡ଼ ହୋଇଛି | ଲକ୍ଷ୍ମୀସାଗର ଥାନା ବଙ୍ଗାଳିବସ୍ତିରେ ପାରବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ଛୁରି ଭୁସିଥିବା ଜଣାପଡ଼ିଛି । ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ସ୍ୱାମୀକୁ ଲକ୍ଷ୍ମୀସାଗର ପୋଲିସ୍ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

Breaking News