Report Card Odisha

| Daily Odia News

ଆଜି ସର୍ବଦଳୀୟ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ବସିବ ସର୍ବଦଳୀୟ ବୈଠକ | ଆସନ୍ତାକଲି ଠାରୁ ଆରମ୍ଭ ହେବ ବଜେଟ ଅଧିବେଶନ | କେନ୍ଦ୍ରୀୟ ବଜେଟ ପରେ ୨୧ ତାରିଖରୁ ରାଜ୍ୟ ବଜେଟ ଅଧିବେଶନ ହେବ | ବିଧାନସଭା ସୁପରିଚାଳନା ନିମନ୍ତେ ଆଜି ବସୁଛି ସର୍ବଦଳୀୟ ବୈଠକ | ବିବାଚସ୍ପତିଙ୍କ ଅଧକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଧାନସଭା କିପରିଚାଲିବ ସେନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ଠାରୁ ମତାମତ ନିଆଯିବ|

Breaking News