ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଖାଲି ସେତିକି ନୁହେଁ ଅପଣ ଟ୍ରାଫିକ ପୋଷ୍ଟର ବାମପାଖରେ ଗାଡ଼ି ରଖିପାରିବେ ନାହିଁ । ଏ ନେଇ ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀ ଅମାନିଆ ଚଳକ ମାନଙ୍କୁ ସାବଧାନ କରାଇଦେଇଛନ୍ତି । ଏହା ସହ ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀ କହିଛନ୍ତି କି, ଏହି ନିୟମ ବିଷୟରେ ପ୍ରଥମେ ଅବଗତ କରାଯିବ । ପରେ ଏହି ନିୟମ ଲାଗୁ କରାଯିବ । ରଙ୍ଗ ରୁଟ୍ରେ ଯାଉଥିଲେ କିମ୍ବା ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିଲେ ଜୋରିମାନା ଆଦାୟ କରାଯିବ । ତାହା ସହ ଫାୟାର ଓ ପୋଲିସ ଗାଡ଼ିକୁ ନ ଛାଡ଼ିଲେ ମଧ୍ୟ ଜୋରିମାନା ଦେବାକୁ ପଡିବ ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..